Silva Rani Dhal - To Pai Dil Re Feel Hauchi [Original]

ଆଜି କାହିଁକି ତୋ ପାଇଁ ଏତେ feel
ହଉଚି ଦିଲ୍ ରେ
ମୋ ହୃଦୟ ଗୁଣୁଗୁଣୁ ହେଇ ଗୀତ ଗାଉଚି
Feel ରେ...


ଆଜି କାହିଁକି ତୋ ପାଇଁ ଏତେ feel
ହଉଚି ଦିଲ୍ ରେ
ମୋ ହୃଦୟ ଗୁଣୁଗୁଣୁ ହେଇ ଗୀତ ଗାଉଚି
Feel ରେ...
ମୋ ଅଭିସାରିକା ତୁ ମୋ ଚିତ୍ରଲେଖା
ଥରେ ଦେଇଯା ଆସି ମୋ ସ୍ୱପ୍ନରେ ଦେଖା
ମୋ ଧଡକନେ ତୋ ପାଇଁ ଧକ୍ ଧକ୍ ଶୁଭୁଚି
ସାଥିରେ...
ମୋ ହୃଦୟ ଗୁଣୁଗୁଣୁ ହେଇ ଗୀତ ଗାଉଚି
Feel ରେ...


ରୂପ ରାଇଜର ସତେ ଲାଗୁ ରାଜଜେମା
ତୋ ପାଖରେ ଫିକା ଲାଗେ ଆଜି ଏ ଚନ୍ଦ୍ରମା


ହୋ....ସାଏରୀ ତୁ ମୋ ପାଇଁ ମୁଁ ତୋର ଦିୱାନା
ତୋ ପାଇଁ ଲେଖେ କବିତା ହେଇ ଆଶିୟାନା
ତୋ ଓଠରେ ସବୁ ଖୁସି ଭରି ରହିଚି
ମୋ ଆଖିର ପଲକରେ ତୋ ଛବି ଅଛି
ବୋଧେ ତୋ ସାଥେ Ishq ମୋ ହେଇଯାଇଚି
ପ୍ରିୟାରେ...
ମୋ ହୃଦୟ ଗୁଣୁଗୁଣୁ ହେଇ ଗୀତ ଗାଉଚି
Feel ରେ...


ଗୋଲାପର ବଗିଚାରେ କରିଚି ମୁଁ ଘର
ସାଜିବୁ ତୁ ରାଣୀ ମୁଜେ ପାଗଳ ଭଅଁର

ଓ....ଜହ୍ନବି ଲାଜେଇ ଜାଇ ଦିଶିଲାଣି ନାଲି
ତୋ ଆଖିର କଜଳ ବି ଲାଗେ ଶର୍ମିଲି
ଇନ୍ଦ୍ରଧନୁ ସାତ ରଙ୍ଗ ତୋ ଦେହେ ପଡିଛି
ଆମ ପ୍ରେମ ଦେଖି ଦୁନିଆ ଈର୍ଷାରେ ଜଳୁଚି
ତତେ ଦେଖିଦେଲେ ମନ ମୋର କିଛି କିଛି ହଉଚି
ରାଞ୍ଝଣାରେ...
ମୋ ହୃଦୟ ଗୁଣୁଗୁଣୁ ହେଇ ଗୀତ ଗାଉଚି
Feel ରେ...

Written by:
Silva Rani Dhal

Publisher:
Lyrics © TalantonCore

Lyrics powered by Lyric Find

Silva Rani Dhal

View Profile